ବାସନ୍ଦ
ଦେଖଣା
ବାସନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବିଚ୍ ଧାତୁ=ପୃଥକ୍ କରିବା)
[ସମ୍ପାଦନା]- ୧. ମନା; ନିଷେଧ —୧. Prevention; forbidding.
ତାକୁ ନିଆଁ ପାଣି ଧୋବା ଭଣ୍ଡାରୀ ସବୁ ବାସନ୍ଦ— ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଜାତିକୁ କିଛିକାଳ ପାଇଁ ଅଟକ କରିବା; ସମାଜ ଚ୍ୟୁତ —୨. Temporary excommunication.
- ୩. ପ୍ରଭେଦ; ବାରଣ —୩. Distinction.
ବିଶେଷଣ -
[ସମ୍ପାଦନା]ଜାତିଚୁତ —Excommunicated.