ବାସନ କୁସନ
(ବାସନ ପତ୍ର, ବାସନ ବରତନ, ବାସନ ବର୍ତ୍ତନ—ଅନ୍ୟରୂପ)
ଛୋଟ ବଡ଼ ସମସ୍ତ ବାସନ — Utensil. large and small.
ସେଠାରେ ବାସନ କୁଶନ ସବୁ ସୁନା, ମଣି, ମଣିକରେ ତିଆରି ନୀଳକଣ୍ଠଦାସ, ପିଲାଙ୍କ ରାମାୟଣ