Jump to content

ବାସବ

ଉଇକିଅଭିଧାନ‌ରୁ

ବାସବ

ଉଚ୍ଚାରଣ

[ସମ୍ପାଦନା]
(ବାସବୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ବସୁ=ଧାନ+ଅ; ଯେ ଧନ ବିଶିଷ୍ଟ; କିମ୍ୱା ବସ୍— ଧାତୁ=ବାସ କରିବା+ଅ; ଯେ ସ୍ୱର୍ଗରେ ବାସ କରନ୍ତି)

[ସମ୍ପାଦନା]
୧. ଇନ୍ଦ୍ର; ସୁରରାଜ; ଦେବରାଜ — ୧. Indra; the president of the assembly of the gods in heaven.
୨. ଧନିଷ୍ଠା ନକ୍ଷତ୍ର — ୨. The ୨୩rd asterism.