ବାସବ ଆୟୁଧ
ଇନ୍ଦ୍ରଙ୍କ ଅସ୍ତ୍ର; ବଜ୍ର — Thunder.
ବାସବ ଆୟୁଧ ମୋଣିରେ ନ ପଡ଼େ ପୋଡ଼ି ନ ଯାଇ କିମ୍ପା ପ୍ରବାସ ଭଞ୍ଜ. ପ୍ରେମସୁଧାନିଧି