Jump to content

ବାସର

ଉଇକିଅଭିଧାନ‌ରୁ

ବାସର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବସ୍ ଧାତୁ ଣିଚ୍=ବାସ କରାଇବା+କର୍ତ୍ତୃ. ଅର)

[ସମ୍ପାଦନା]
୧. ଦିବସ;' ସପ୍ତାହର ଦିନ —୧. Day; week-day.
୨. (ବସ ଧାତୁ+ଅଧି. ଅର) ଗୃହ —୨. House.
୩. ମଧୁ ଶଯ୍ୟା —୩. The jbed of which the newly married couple sleep during the first few nights; the bed of the honeymoon.
୪. ନାଗବିଶେଷ —୪. Name of a serpent.