ବାସରଘର
ଦେଖଣା
ବାସରଘର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବିବାହ ବାସର)
[ସମ୍ପାଦନା][[]] ୧ ବାସର ]] ୩ (ଦେଖ) - —୧. Bāsara ୩ (See)
- ୨. ମଧୁଶଯ୍ୟାର ଗୃହ —୨. The room in which the newly married couple pass the honey moon.
[ଦ୍ରଷ୍ଟବ୍ୟ —ବଙ୍ଗୀୟ ସମାଜରେ ବରକନ୍ୟାଙ୍କର ବାସର ଘରରେ ମିଳନ ଉପଲକ୍ଷେ କନ୍ୟର ସହଚରୀମାନେ ବରଙ୍କ ସଙ୍ଗେ ନାନା ଆମୋଦ ଓ ଥଟ୍ଟା ପରିହାସ କରିବାର ପ୍ରଥା ଚଳେ ]