Jump to content

ବାସରାନ୍ତ

ଉଇକିଅଭିଧାନ‌ରୁ

ବାସରାନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]

ସନ୍ଧ୍ୟା — Evening.

ବିଶେଷଣ -

[ସମ୍ପାଦନା]

ସଂନ୍ଧ୍ୟାକାଳୀନ —Happening in the evening.

ବାସରାନ୍ତ ନଭ ଦୁର୍ଲ୍ଲଭ ସମାଜ ଲଭ୍ୟକ ସେ ରଣସ୍ଥଳ— ଭଞ୍ଜ. ବୈଦେହୀଶବିଳାସ