Jump to content

ବାସାଙ୍ଗ

ଉଇକିଅଭିଧାନ‌ରୁ

ବାସାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାସ; ସୌରଭ — Scent; small.

ବାସାଙ୍ଗେ ଜିଣେ ପାରିଜାତକକୁ ବୋଇବି ଯୋଜନଗନ୍ଧା ଏହାକୁ ଏହାକୁ—ଭଞ୍ଜ. ବୈଦେହୀଶବିଳାସ