Jump to content

ବାସିତ

ଉଇକିଅଭିଧାନ‌ରୁ

ବାସିତ

ଉଚ୍ଚାରଣ

[ସମ୍ପାଦନା]
(ବାସିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବାସ ଧାତୁ ଣିଚ ବାସି ଧାତୁ+କର୍ମ. ତ)

[ସମ୍ପାଦନା]
୧. ସ୍ୱରଭୀକୃତ; ସୁଗନ୍ଧକୃତ —୧. Perfumed.
୨. ବିଖ୍ୟାତ —୨. Famous; renowned.
୩. ଧୃପିତ —୩. Fumed.
୪. (ବସ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ତ)—ବସ୍ତ୍ରାଚ୍ଛାଦିତ —୪. Clothed; dressed.
୫. ଆର୍ଦ୍ରୀକୃତ —୫. Moistened.
୬. ପର୍ଯ୍ୟିସିତ —୬. Stale.
୭. ଅଧ୍ୟୁସିତ; ବସବାସ କରାଯାଇଥିବା —୭. Inhabited
୮. ପୁରୁଣା; ପୁରାତନ —୮. Old.

ବିଶେଷ୍ୟ - (ବାସ୍ ଘାତୁ; ଶବ୍ଦ କରିବା+ଭାବ. ତ)

[ସମ୍ପାଦନା]

ପକ୍ଷୀର ଶବ୍ଦ — Note of a birdd.