Jump to content

ବାସିତା

ଉଇକିଅଭିଧାନ‌ରୁ

ବାସିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବାସିତା+ଆ)

[ସମ୍ପାଦନା]
୧. କରିଣୀ —୧. A female elephant.
୨. ନାରୀ; ସ୍ତ୍ରୀ — ୨. Woman.

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ସୌରଭାନ୍ୱିତା —୧. Sweet smelling.
୨. ବସ୍ତ୍ରାଚ୍ଛାଦିତ —୨. Cobered with clothes

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଗୃହିଣୀ —୩. Mistress of a house—

ବାସି ତା ସୀତାଙ୍କୁ ଘେନି ତ୍ରିକାଳ ବଞ୍ଚନ ବିଭରତ ଦିଗନ୍ତରେ କଳକଣ୍ଠ ସ୍ୱନ—ଭଞ୍ଜ, ବୈଦେହୀଶବିଳାସ