ବାସିଥକା ରହିବା
ସ୍ଥାନାନ୍ତରକୁ ଯାଇ ସେଠାରେ ସେହି ଦିନ ଘରକୁ ଫେରି ନ ଆସି ତହିଁର ବାସି ଦିନ ପର୍ଯ୍ୟନ୍ତ ରହିବା —To stay abroad for more than a day.
ଘରେ ମୁଁ ରହିବି ଏକା ବଳଦ ତୋରାଣି କିଏ ମୋହିଁବ ନ ରହିବ ବାସି ଥକା. ଚଇତିଘୋଡ଼ା ଗୀତ.