ବାସିଧୋବ
ଦେଖଣା
ବାସିଧୋବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଧୋବାମାନଙ୍କ ଏକାଦିନରୁ ବେଶି ସମୟରେ ଲୁଗା ପରିଷ୍କାର କରିବା ବିଧି —୧. The process of washing cloth which takes more than one day.
[ଦ୍ରଷ୍ଟବ୍ୟ —ପୂର୍ବେ ରଜକ ବସ୍ତ୍ରକୁ ପରଷ୍କୃତରୂପେ ଧୌତ କରିଲ ତାହାକୁ ସୁବାସିତ କରିବାର ବିଧି ଥିଲା ଏଥୁଯୋଗୁଁ 'ସୁବାସିତ'ରୁ 'ବାସି କରିବା' ଓ 'ବାସିଧୋବା' ଶବ୍ଦର ବ୍ୟବହାର ଭାଷାରେ ରହିଅଛି ପୂର୍ବେ ଲୁଗାକୁ କାଚି ସଫା କରି ତାହାକୁ ନେଳିଆଦି ରଙ୍ଗଦ୍ୱାରା ରଞ୍ଜିତ କରାଯାଉଥିବା ବିଧିରୁ 'ରଜକ' ଶବ୍ଦର ବ୍ୟବହାର ରହିଅଛି
ଧୋବାମାନେ ଯେଉଁ ମଇଳା ଲୁଗା ନେଇ କାଚିକରି ଏକାଦିନକେ ଫେରାଇ ଦିଅନ୍ତି ତାହାକୁ 'ସଜଧୋବ' ବୋଲାଯାଏ ଓ ଯାହା ଏକରୁ ଅଧିକ ଦିନରେ ଦିଅନ୍ତି ତାକୁ 'ବାସିଧୋବ' ବୋଲାଯାଏ; ଫଳତଃ 'ସଜଧୋବ' ଲୁଗା ଅପେକ୍ଷା 'ବାସିଧୋବ' ଲୁଗା ବେଶି ଶୁଭ୍ର ଓ ସୁପରିଷ୍କୃତ ହୁଏ]
- ୨. ଏକାଦିନରୁ ଅଧିକ ପରିଶ୍ରମ କରାଯାଇ ସୁପରିଚିତ (ଲୁଗା) —୨. Well cleansed (cloth).