ବାସିବା
ଦେଖଣା
ବାସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାସିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବାସ୍ ଧାତୁ)
[ସମ୍ପାଦନା]- ୧. ସୁବାସିତ ହେବା — ୧. To get scented.
ନୋହିଲେ କିପାଁ ଶ୍ୱାସ ପବନଟି ବାସେ, କୃଷ୍ଣସିଂହ. ମହାଭାରତ, ବନ
- ୨. (ଶୂଭବାଚନ) ଗନ୍ଧାଇବା —୨. To emot a bad smell.