ବାସିମଡ଼ା କରିବା
ଦେଖଣା
ବାସିମଡ଼ା କରିବା
ଉଚ୍ଚାରଣ
[ସମ୍ପାଦନା](ବାସିମଡ଼ା ପକାଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାସିମଡ଼ା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୃତଦେହକୁ ବା ଶବକୁ ମୁତ୍ୟୁ ଦିବସରେ ଶ୍ମଶାନକୁ ନ ନେଇ ଘରେ ପକାଇ ରଖିବା — To allow a corpse to remain in the house till a day after death.