Jump to content

ବାସିମୁହଁରେ ପାଣିଦେବା

ଉଇକିଅଭିଧାନ‌ରୁ

ବାସିମୁହଁରେ ପାଣିଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସକାଳୁ ଉଠି ମୁହ ଧୋଇବା — ୧. To wash the face, the first act in the morning.
୨. ସକାଳେ ନିଦ ଭାଙ୍ଗିବା ପରେ ମୁହଁ ହାତ ଧୋଇ ଜଳଯୋଗ କରିବା —୨. To break one's fast in the morning after washing the face,