ବାସି ଅଇଁଠା
(ବାସି ଶଙ୍ଖୁଡ଼ି—ଅନ୍ୟରୂପ)
କାଲି ଖିଆ ଯାଇଥିବା ଭୋଜନ ସ୍ଥାନରେ ପଡ଼ିଥିବା ଉଚ୍ଛିଷ୍ଟ ଦ୍ରବ୍ୟ ଓ ବାସନ ଆଦି — Leavings of yesterday's food and plats uncleansed sience yerterday.