ବାସି ଆଡ଼ତି
ଦେଖଣା
ବାସି ଆଡ଼ତି
ଉଚ୍ଚାରଣ
[ସମ୍ପାଦନା]ବାସି ପାଇଟି, ବାସି କାମଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାସି ଆଡ଼ତି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୋର୍ରୁ ଉଠି ଯେଉଁସବୁ ଗୃହକର୍ମ କରାଯାଏ — Menial works of the household, such as cleanishing; sweeping, scouring etc, which are done first early in the morning.
ସାରି ବାସିକାମ ସାତ ପାଞ୍ଚ ବଧୁମିଳି ବଧୁମାନେ ସ୍ନାନେ— ନନ୍ଦକିଶୋର. ନିର୍ଝରିଣୀ