ବାସି ଖିରିପିଠା
ଦେଖଣା
ବାସି ଖିରିପିଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାସି ଖିରିପିଠା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିବାହ ଆଦି ଉତ୍ସବର ବାସି ବା ପରବର୍ତ୍ତୀ ଦିବସରେ ଗୃହସ୍ୱାମୀଙ୍କର ବନ୍ଧୁବାନ୍ଧବ— ମାନଙ୍କୁ ଦେବା ଭୋଜୀ —୧. Feast given to friends on the next day of a family festival. :୨. ଉତ୍ସବାଦିରେ ପ୍ରସ୍ତୁତ ମିଷ୍ଟାନ୍ନାଦି ମଧ୍ୟରୁ ପରଦିନକୁ ବଳି ପଡ଼ିଥିବା ପଦାର୍ଥ —୨. Food which remains over to the next day of a festival.
- ୩. ପର୍ଯ୍ୟୁସିତ ମିଷ୍ଟାନ୍ନାଦି —୩. Stale sweetment.