ବାସି ଚନ୍ଦନ
ଦେଖଣା
ବାସି ଚନ୍ଦନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାସି ଚନ୍ଦନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୂର୍ବ ଦିବସରୁ ଘୋର ଯାଇଥିବା ଚନ୍ଦନ — ୧. Sandal paste prepared on the previous day.
- ୨. (ସଂସ୍କୃତ - ବାସଚନ୍ଦନ) ଅଗରୁ ବା ଉତ୍କୃଷ୍ଟ ଚନ୍ଦନ — ୨. Excellent or genuine sandal wood.