Jump to content

ବାସି ଥକା

ଉଇକିଅଭିଧାନ‌ରୁ

ବାସି ଥକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ଥାନାନ୍ତରକୁ ଯାଇ ସେଠାରେ ଏକ ଦିନକୁ ଅଧିକ ରହିଯିବା —୧. Staying at a place for more than a day.

ଦିନେ ମଥୁରାନ ରହେ ବାସି ଥକା ଦାଶରଥି ବ୍ରଜବିହାର

୨. ବାସି ଆଡ଼ତି —୨. Menial household duties performable early in the morning.
୩. କାଲି କରା ଯିବା କାର୍ଯ୍ୟ ଆଜିକୁ ବାକି ରଖିଥିବା — ୩. Leaving yesterday's domestic menial duties unperformed.