ବାସି ବିବାହ
ଦେଖଣା
ବାସି ବିବାହ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାସି ବିବାହ
|
ବାସି ବାହା, ବାସି ଭିଆ'
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିବାହର ପରବର୍ତ୍ତୀ ଦିବସ —୧. The next day after marriage.
- ୨. ବିବାହ ପାଇଁ ନିର୍ଦ୍ଦିଷ୍ଟ ଦିବସରେ ଓ ଲଗ୍ନରେ ସମ୍ପାଦିତ ହୋଇ ନ ପାରି ତହିଁ ପରଦିନ ସକାଳେ ସମ୍ପାଦିତ ହେବା ବିବାହ —୨. Marriage rites performed on the next day after the day fixed for marriage (owing to inability of going through all the ceremonies on the fixed day).
[ଦ୍ରଷ୍ଟବ୍ୟ —କରଣ ଓ କ୍ଷତ୍ରିୟ ସମାଜରେ ବର ଯାଇ କନ୍ୟାକର ଘରେ ପହଞ୍ଚିବା ପରେ ଆନୁପୂର୍ବକ ବିଧି ଓ ତର୍କବିତର୍କାଦି ସରୁ ସରୁ ରାତି ପାହିଯାଏ; ଫଳତଃ ତହିଁ ଆର ଦିନ ହାତଗଣ୍ଠି ଆଦି କେତେକ ବିଧି ସାଧିତ ହୁଏ]