ବାସି ମଡ଼ା
(ବାସି ମୁର୍ଦ୍ଦାର—ଅନ୍ୟରୂପ)
ଯେଉଁ ମୃତ ଦେହ ମରିବା ଦିନ ଗୃହରୁ ଶ୍ମଶାନକୁ ନୀତ ହୋଇ ନ ଥାଏ —A corpse not removed to the cremation or burial ground on the very day of death.