ବାସି ରହିବା
ଦେଖଣା
ବାସି ରହିବା
ଉଚ୍ଚାରଣ
[ସମ୍ପାଦନା](ବାସି ହେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି ସଦ୍ୟ ପଦାର୍ଥ ବା ଖାଦ୍ୟ)— ପରଦିନ ପର୍ଯ୍ୟନ୍ତ ବଳି ପଡ଼ିବା —୧. (any fresh food) To remain over for the next day.
ବାସି ରହିବାକୁ ନାହିଁ, କି କୁତା ଖାଇବାକୁ ନାହିଁ—ତଗ
- ୨. (ସଦ୍ୟପଦାର୍ଥ) ପର୍ଯୁସିତ ହେବା; ମଉଳିଯିବା — ୨. To become stale; to wither.
ସଜଫୁଲ ବାସିହେଲେ ନାହଁମଜାରେ—ଗୀତ