Jump to content

ବାସୀ

ଉଇକିଅଭିଧାନ‌ରୁ

ବାସୀ

ଉଚ୍ଚାରଣ

[ସମ୍ପାଦନା]
[ ବାସିନୀ—ସ୍ତ୍ରୣ]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ବସ୍ ଧାତୁ=ବାସ କରବା+ଇନ୍, ବାସିନ୍ ଶଦ୍ଦ ୧ମା. ୧ବ)

[ସମ୍ପାଦନା]

ଯେ ବାସ କରେ; ନିବାସୀ —Residingin; resident of; inhabiting.

[ ଦ୍ର—ଏ ଶବ୍ଦର ସ୍ୱତନ୍ତ୍ର ପ୍ରୟୋଗ ନାହଁ ଏହା ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ ଯଥା—କାଶୀବାସୀ, ନଗରବାସୀ, ଶ୍ମଶାନ— ବାସୀ, ଗ୍ରାମବାସୀ, ସ୍ୱର୍ଗବାସୀ, ଇତ୍ୟାଦି ]

ବିଶେଷ୍ୟ -

[ସମ୍ପାଦନା]

ବାସି (ଦେଖ) - —Bāsi (See).