Jump to content

ବାସୁ

ଉଇକିଅଭିଧାନ‌ରୁ

ବାସୁ

ଉଚ୍ଚାରଣ

[ସମ୍ପାଦନା]

(ବାସୁଆ—ଅନାଦରାର୍ଥକ)

  • (file)

ସଂସ୍କୃତ - ବି—(ବସ୍ ଧାତୁ=ବାସ କରିବା+କର୍ତ୍ତୃ. ଉ)

[ସମ୍ପାଦନା]
୧. (ସର୍ବବ୍ୟାପକ) ବିଷ୍ଣୁ —୧. Bishṇu.
୨. ପୁନର୍ବସୁ ନକ୍ଷତ୍ର — ୨. The ୭th asterism in hindu astronomy.
୩. ପରମତ୍ମା —୩. The Holy spirit; the Spirit perveding the whole universe.

=== ଦେଶଜ - ବିଶେଷ୍ୟ - (ଆଦାରାର୍ଥକ)

ବାସୁଦେବର ଡାକ ନାମ —Name for calling Bāsudeba.