ବାସୁକି
ଦେଖଣା
ବାସୁକି
ଉଚ୍ଚାରଣ
[ସମ୍ପାଦନା](ବାସୁକେୟ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବସୁ=ପତ୍ନ+କ=ମସ୍ତକ+ଇ;ଯାହାର ମୁଣ୍ଡରେ ରତ୍ନ ଅଛି; ନାଗ ଆଦିଙ୍କ ମୁଣ୍ଡରୁ ମଣି ବାହାରିବାର ଦେଖାଯାଏ)
[ସମ୍ପାଦନା]ସର୍ପରାଜ — The king of serpents.
[ ଦ୍ର—ପୁରଣୋକ୍ତ ଅଷ୍ଟ ନାଗ ମଧ୍ୟରେ ଏ ଦ୍ୱିତୀୟ; କଦ୍ରଙ୍କ ଗର୍ଭରୁ କଶ୍ୟଫ ଋଷିଙ୍କ ଔରସରେ ଏହାଙ୍କର ଜନ୍ମ ଏ ଫଣାଦ୍ୱାରା ପୃଥିବୀକୁ ଟେକି ଧରି ଅଛନ୍ତି ଏହାଙ୍କର ସହସ୍ର ଫଣା ଥିବାର ବର୍ଣ୍ଣିତ ହୋଇଅଛି ]