Jump to content

ବାସୁଙ୍ଗା

ଉଇକିଅଭିଧାନ‌ରୁ

ବାସୁଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାସନ=ଆବରଣ)

[ସମ୍ପାଦନା]

କଦଳୀ ଗଛର ଶୁଖିଲା ବହିରାବରଣ ବା ବକଳା — Dry rind and branches of plantain tree.

ଶିଳରୁ କଦଳୀ ବାସୁଙ୍ଗା ସହିତେ ସୁମାରି ନଅଣ ଥାନ ଭିକାରି ସାଆନ୍ତିଆ ବାହା