ବାସୁଦେବ କବିଚନ୍ଦ୍ର ବଡ଼ ପଣ୍ଡା
ଦେଖଣା
ବାସୁଦେବ କବିଚନ୍ଦ୍ର ବଡ଼ ପଣ୍ଡା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କେନ୍ଦୁଝର ଆନନ୍ଦପୁରର ବଳଭଦ୍ରପୁର ଶାସନବାସୀ ଜନୈକ ସ୍ୱର୍ଗୀୟ ପଣ୍ଡିତ; [ ଏ ସରସ ସଙ୍ଗୀତ ରଚନାରେ ଓ ପ୍ରାଚିନର ଓଡ଼ିଆ ଗୀତାମାନଙ୍କର ଅର୍ଥ କରିବାରେ ପଟୁଥିଲେ ଶ୍ରୀଯୁକ୍ତ କେଶବ ମିଶ୍ର ତାଙ୍କ ବୈତରଣୀ ପଦ୍ୟର ତୃତୀୟ ସର୍ଗରେ ଏହାଙ୍କ ବର୍ଣ୍ଣନା କରି ଅଛନ୍ତି ] —Name of a late Oriya pandit of the Keonjhar State.