Jump to content

ବାସୁଦେବ ରଥ

ଉଇକିଅଭିଧାନ‌ରୁ

ବାସୁଦେବ ରଥ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜନୈକ ଉତ୍କଳୀୟ ବ୍ରାହ୍ମଣ — Name of a Brāhmaṇa.

[ ଦ୍ର—ଏ ଉତ୍କଳର କେଶରୀବଂଶର ଶେଷ ରାଜା ସୁବର୍ଣ୍ଣ— କେଶରୀଙ୍କର ମନ୍ତ୍ରୀ ଥଲେ ପରେ ତାହାଙ୍ଗ ସଙ୍ଗେ ବିବାଦ ହେବାରୁ ସେ ଦକ୍ଷିଣ ରାଜ୍ୟକୁ ଯାଇ ଚୋରଗଙ୍ଗଙ୍କୁ ଉତ୍କଳ ସିଂହାସନରେ ବସାଇଲବାର ଚେଷ୍ଟା କରିଥିଲେ ଏ 'ଗଙ୍ଗାବଂଶାନୁଚରିତ' ନାମରେ ଖଣ୍ଡିଏ ଚମ୍ପୂ କାବ୍ୟ ସଂସ୍କୃତ ଭାଷାରେ ଲେଖିଥିଲେ—ଜଗବନ୍ଧୁ ପ୍ରାଚୀନ ଉତ୍କଳ ]