Jump to content

ବାସ୍ତବ

ଉଇକିଅଭିଧାନ‌ରୁ

ବାସ୍ତବ

ଉଚ୍ଚାରଣ

[ସମ୍ପାଦନା]

(ଅବାସ୍ତବ—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - (ବସ୍ତୁ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଯଥାର୍ଥ; ପ୍ରକୃତ; ଯାହା କାଳ୍ପନିକ ନୁହେଁ —୧. Actual; real.
୨. ସାରବାନ୍ —୨. Substantial.