ବାସ୍ତବ୍ୟ
ଦେଖଣା
ବାସ୍ତବ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବାସ୍ ଧାତୁ ଣିଚ୍=ବାସି ଧାତୁ+କର୍ମ.ତନ୍ୟ)
[ସମ୍ପାଦନା]- ୧. ବାସଯୋଗ୍ୟ —୧. Habitable.
- ୨. ପ୍ରତିବାସୀ —୨. Neighbouring.
- ୩. ଅଧିବାସୀ —୩. Resident; residing.
ବିଶେଷ୍ୟ -
[ସମ୍ପାଦନା]ଗୃହ —House; residence.
ଦେଶଜ - ଅ
[ସମ୍ପାଦନା]ବସ୍ତୁତଃ; ବାସ୍ତବରେ, ବାସ୍ତବିକ — Eventually.
ବାସ୍ତବ୍ୟ ଆପଣ ପରା କେ ଅଛି ବଉଲେ ପଦାର୍ଥ ନ ତୁଟେ କିଛି ଭଞ୍ଜ ବୈଦେହୀଶବିଲାସ