Jump to content

ବାସ୍ତୁ

ଉଇକିଅଭିଧାନ‌ରୁ

ବାସ୍ତୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବସ ଧାତୁ+ଅଧିକରଣ; ତୁ)

[ସମ୍ପାଦନା]
୧. ବାସ; ଗୃହ —୧. Residence; house.
୨. ବାସ ସ୍ଥାନ —୨. Placr of residence.
୩. ପୁରୁଷାନୁକ୍ରମରେ ଯେଉଁଠାରେ ବାସ କରାଯାଏ; ଭିଟା —୩. One' s ancestral residence.
୪. ଘର ତଳି; ଗୃହର ସ୍ଥଳୀ; ଯେଉଁ ଜମି ଉପରେ ଘର ତୋଳାଯାଏ; ଘର ଡିହ —୪. The site of a house.
୫. ଘରବାଡ଼ି; ଗୃହ ଓ ତତ୍ ସଂଲଗ୍ନ ଭୂମି — ୫. Homestead.
୬. ଗ୍ରାମର ଗୃହସମଷ୍ଟି ଓ ତତ୍ ସଂଲଗ୍ନ ଭୂମି — ୬. The site of aresidential village.
୭. ବଥୁଆଶାଗ (ହରେକୃଷ୍ଣ ଦ୍ରବ୍ୟଗୁଣ) — ୭. Chenopodium Album (potherd).