ବାସ୍ତୁକ
ଦେଖଣା
ବାସ୍ତୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବାସ୍ତୁ+କ)
[ସମ୍ପାଦନା]- ୧. ବଥୁଆ ଶାଗ — ୧. Chenopodium (pot-herb).
- ୨. ପୁନର୍ନବା; ପୁରୁଣୀ ଶାଗ (ହିନ୍ଦୀ - ଶଦ୍ଦସାଗର) — ୨. Hogweed .
ବାସ୍ତୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବାସ୍ତୁ=ବାସ୍ତୁ ଭୂମି, ଘର ବାଡ଼ି+ଭବାର୍ଥେ କ; ଯେ ବାସ୍ତୁ ଭୂମିରେ ଜନ୍ମେ)
[ସମ୍ପାଦନା]ବଥୁଆ ଶାଗ — Chenopodium Album.