ବାସ୍ତୁରା
ଦେଖଣା
ବାସ୍ତୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାସ୍ତୁରା
|
(ବାସ୍ତୁରୀ—ସ୍ତ୍ରୀଲିଙ୍ଗ)
ଅନୁବାଦ
[ସମ୍ପାଦନା]ବାସ୍ତୁରା
|
ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳି)
[ସମ୍ପାଦନା]ଯେ ଉଦ୍ଦେଶ୍ୟହୀନ ଭାବରେ ଏଣେ ତେଣେ ବୁଲିଥାଏ — Roving; wandering; errant.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଔଷଧ ବୃକ୍ଷବିଶେଷ; କୁକୁର ଚିତା (ଦେଖ) - Litsæpolyanthus; Litsæa pebifere (See)
[ ଦ୍ର—ଏହା ଝରଣା ନିକଟରେ ବଢ଼େ ଗଛର ବକଳା ଔଷଧରେ ଲାଗେ; ଫୁଲ ଛୋଟ ଛୋଟ, ଗ୍ରୀଷ୍ମକାଳରେ ଫୁଲ, ଫୁଟେ ଅଣ୍ଡିରା ଓ ମାଈ ଗଛ ପୃଥକ୍; ଏହା ବନ୍ୟ ଚିର ଶ୍ୟାମଳ ତରୁ ]