Jump to content

ବାସ ଦେବା

ଉଇକିଅଭିଧାନ‌ରୁ

ବାସ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବାସିବା; ସୁଗନ୍ଧ ଦେବା — ୧. To emit smell.
୨. ରହିବାକୁ ସ୍ଥାନ ଦେବା —୨. To allow a person to live in ୨ place.

(ଯଥା— ପେଟ ମରା ଯନ୍ତ୍ରଣା ମତେ ସ୍ୱର୍ଗ, ମର୍ତ୍ତ୍ୟ ପାତାଳରେ ବାସ ହେଉ ନାହିଁ)