Jump to content

ବାସ ଯୋଗ

ଉଇକିଅଭିଧାନ‌ରୁ

ବାସ ଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବ୍ୟାସ=ସୁଗନ୍ଧ+ଯୋଗ=ମିଶ୍ରଣ)

[ସମ୍ପାଦନା]
୧. ସୁଗନ୍ଧଚୂର୍ଣ୍ଣ —୧. Scented powder.
୨. ଫୁରା; ଅବିର —୨. Coloured red powder used in sprinkling in sport during the Holi festival.
୩. (ଅନ୍ୟ ଶବ୍ଦ ସଙ୍ଗେ ପ୍ରଜୁଯ୍ୟ) ବାସ କରିବାର ଅବଶ୍ୟମ୍ଭାବୀ ଘଟଣା —୩. A concatenation of circumstances leading to one living in 'Bana' or 'Kārā' etc.

(ଯଥା—ରାମଚନ୍ଦ୍ରଙ୍କୁ ବନବାସ ଯୋଗ ଥିଲା)