ବାହ
ଦେଖଣା
ବାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେ ବହନ କରେ; ବାହକ —୧. Bearing; carrying.
[ ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବାହକ ଅର୍ଥ ବୁଝାଏ ଯଥା—ବାରିବାଗହ, ଭାରବାହ ]
ବିଶେଷ୍ୟ -
[ସମ୍ପାଦନା]- ୧. ବୋଝିଆ —୧. Carrier of loads; porter.
- ୨. (+କରଣ. ଅ) ବାହୁ —୨. Arm.
- ୩. ସ୍କନ୍ଧ —୩. Shoulder.
- ୪. ବାୟୁ —୪. Wind; air
- ୫. ବୃଷ —୫. Bull.
- ୬. ବଳଦ —୬.Bullock.
- ୭. ମହିଷ —୭. Buffalo.
- ୮. ଅଶ୍ୱ —୮. Horse.
- ୯. ଚତୁରଙ୍ଗ ବଳ —୯. An army consisting of the ୪ divisions.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବହିବା କର୍ମ —The act of carrying load.
ମଳୟ ପବନ ଚାହିଁ ବୋଲଇ ବଚନ ବହନେ ଦହିବା ଯାଇଁ ତୋର ବାହମାନ ପ୍ରାଚୀ ରସବାରିଧି