ବାହନ
ଦେଖଣା
ବାହନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହ୍ ଧାତୁ ଣିଚ୍=ବାହି ଧାତୁ+କରଣ. ଅନ)
[ସମ୍ପାଦନା]- ୧. ଯାନ; ଯାହାଦ୍ୱାରା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନୀତ ବା ବାହିତ ହେବାକୁ ହୁଏ —୧. A vehicle; conveyance.
- ୨. ବୋଝକୁ ବା ମନୁଷ୍ୟକୁ ଯେଉଁ ଜୀବଜନ୍ତୁ ବହନ କରି ନିଅନ୍ତି; ଭାରବାହୀ ଜୀବ —୨. An animal which carries persons or loads.
- ୩. ଭିନ୍ନ ଭିନ୍ନ ଦେବତାଙ୍କୁ ପିଠିରେ ନେବା ଆଣିବା କରିବା ଭିନ୍ନ ଭିନ୍ନ ଜୀବ —୨. An animal which carries persons or loads.
- ୩. ଭିନ୍ନ ଭିନ୍ନ ଦେବତାଙ୍କୁ ପିଠିରେ ନେବା ଆଣିବା କରିବା ଭିନ୍ନ ଭିନ୍ନ ଜୀବ —୩. Animals carrying. respective Deities on the beck.
[ ଦ୍ର—ଶାସ୍ତ୍ରରେ ପ୍ରତ୍ୟେକ ଦେବତାଙ୍କର ଭିନ୍ନ ଭିନ୍ନ ବାହନ ବା ଯାନ ବର୍ଣ୍ଣିତ ଅଛି; ଯଥା—୧ ଶିବଙ୍କ ବାହନ—ବୃକ୍ଷ, ୨ ବିଷ୍ଣୁଙ୍କର ବାହନ—ଗରୁଡ଼; ୩ ବ୍ରାହ୍ମାଙ୍କର—ହଂସ; ୪ ଦୂର୍ଗାଙ୍କର—ସିଂହ; ୫ କାର୍ତ୍ତିକେୟଙ୍କ—ମୟୂର; ୬ ଲକ୍ଷ୍ମୀଙ୍କ— ପେଚକ; ୭ ସରସ୍ୱତୀଙ୍କ—ହଂସ, ମଗର; ୮ ଅଗ୍ନିଙ୍କ—ଛାଗ, ମେଷ; ୯ ଗଙ୍ଗାଙ୍କ —ମଗର; ୧ ଇନ୍ଦ୍ରଙ୍କ—ଐରାବତ ହସ୍ତୀ. ଉଚ୍ଚୈଃଶ୍ରତା ଅଶ୍ୱ; ୧୧: ଯାମଙ୍କ—ମହିଷ]
- ୪. (ବାହି ଧାତୁ+କର୍ମ. ଅନ) ରତ୍ନ —୪. Gems.
- ୫. (ବହୁ ଧାତୁ+ଣିଚ୍+ଭାବ. ଅନ) ଭାର ବହିବା — ୫. Carrying; carriage.
- ୬. ଅନ୍ୟଦ୍ୱାରା ବହିବା କାର୍ଯ୍ୟ କରାଇବା —୬. Causing another to bear or carry.