ବାହରେ
ଦେଖଣା
ବାହରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ.
[ସମ୍ପାଦନା]- ୧. ଛଡ଼ା; ବ୍ୟତୀତ — ୧. Besides; over and above.
ଏ ବାହାରେ ବରାହ ହରିଣଙ୍କ ମାଂସ ଅନ୍ନ ତୁଲରେ ପାକ କରାଇ ବିଶେଷ କୃଷ୍ଣସିଂହ ମହାଭାରତ ସଭା
- ୨. ଅଧିକନ୍ତୁ —୨. Moreover; in addition.
- ୩. ବହିର୍ଜଗତର ଦୃଷ୍ଟିରେ —୩. To the eyes of the outside public.
ଭିତରେ ଭିତରେ ସଭା ସୁତରା ବାହାରେ ଲାଗିଛି କଳି ଢଗ
- ୪. ଆନ୍ତରୀଣ ବିଷୟକୁ ପ୍ରାଣିଧାନ ନ କରି —୪. With out diving deep into a matter.
ପାହାରେ ମାରି ବାହାରେ ଠିଆ—ଢଗ
[[]] ୫ (ଦେଖ) - —୫. Bāhābā ୧ (See)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ବାହାରେ ବାହରେ (ଦେଖ) - Bāhāre bāhāre (See)