Jump to content

ବାହଲ କରିବା

ଉଇକିଅଭିଧାନ‌ରୁ

ବାହଲ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରି—(ଫାରାସୀ - ବାହଲ୍)

୧. ପୂର୍ବ ଆଦେଶକୁ ମଞ୍ଜୁର ବା ଦୃଢ଼ କରିବା —୧. To confirm a previous order; to uphold a previous order.
୨. (କୌଣସି ବ୍ୟକ୍ତିକୁ) କାମରେ ନିଯୁକ୍ତି କରିବା —୨. To confirm a person to a post.
୩. କୌଣସି ଅସ୍ଥାୟୀ କର୍ମଚାରୀକୁ ସ୍ଥାୟୀ କରିବା —୩. To confirm a person in a service.
୪. ବରଖାସ୍ତି ବ୍ୟକ୍ତିକୁ କାମରେ ପୁନର୍ନିଯୁକ୍ତ— କରିବା —୪. To reinstate a peron in service.
୫. ପୂର୍ବର ସନନ୍ଦକୁ ମଞ୍ଜର କରିବା —୫. To confirm or ratify a previous grant.