ବାହଲ ବାଯ୍ୟାପ୍ତି
ଦେଖଣା
ବାହଲ ବାଯ୍ୟାପ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହଲ ବାଯ୍ୟାପ୍ତି
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବହାଲ୍+ବାଜ୍ୱାପ୍ତ; ବିପରୀତାର୍ଥକ ସହଚର)
[ସମ୍ପାଦନା]- ୧. ମଞ୍ଜୁରୀ ଓ ନାମଞ୍ଜୁର — ୧. Granting and rejecting (a petition).
- ୨. କେତେକ ନିଷ୍କର ଜମିକୁ ନିଷ୍କର ବୋଲି ସ୍ୱୀକାର କରିବା ଓ ଅନ୍ୟ କେତେକ ଭୂମିରେ କର ବସାଇବା —୨. Confirmation and resumption of reveue-free tenures.