Jump to content

ବାହାଜୋରୀ

ଉଇକିଅଭିଧାନ‌ରୁ

ବାହାଜୋରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବାହୁ+ଫାରାସୀ - ଜୋର୍)

[ସମ୍ପାଦନା]
୧. ବାହୁର ବଳ —୧. The power of one's arms.
୨. ଶାରିରୀକ ଶକ୍ତି —୨. Physical strength.
୩. ବରାଜୋରୀ; ଜବରଦସ୍ତି — ୩. Coercion.