ବାହାଡ଼ା ଘିଅ
ଦେଖଣା
ବାହାଡ଼ା ଘିଅ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗାଙ୍ଗପୁର ଓ ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବାହାଡ଼ ମଞ୍ଜିରୁ ପ୍ରସ୍ତୁତ ତୈଳ —The oil produced from Bāhāṟḍ̠ā seeds.
[ ଦ୍ର—ବାହାଡ଼ା ମଞ୍ଜି ଭିତରର ଶସକୁ କୁଟି ତାକୁ ଜଡା଼ ତେଲ ରାନ୍ଧିବା ପରି ଚୁଲିରେ ବସାଇଲେ ତହିଁରୁ ଘିଅ ପରି ବସ୍ତୁ ବାହାରେ ତହିଁରେ ପିଠା ଇତ୍ୟାଦି ଛଣାଯାଏ, ତରକାରୀ ଆଦି ବଘରା ଯାଏ ଓ ସେ ଘିଅ ମଧ୍ୟ ଭାତରେ ଖିଆଯାଏ ]