ବାହାଣ
ଦେଖଣା
ବାହାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହନ; ବାହନ)
[ସମ୍ପାଦନା]- ୧. ମାଛ ଧରିବା ପାଇଁ ମନୁଷ୍ୟ ଡଙ୍ଗାଉପରେ ଡଙ୍ଗା କ୍ରମଶଃ ଅଗ୍ରସର ହେଉ ହେଉ ଜାଳକୁ କ୍ରମଶଃ ପାଣିରେ ମେଲିବା ପ୍ରକ୍ରିୟା —୧. The spreading of nets by fishermen in deep water from boats taken along the track on which the net is to be laid.
- ୨. ବୁହାଇବା; ବହନ କରିବା —୨. Crrying.
- ୩. ବାହାଣିଆ (ଦେଖ) - —୩. Bāhāṇiā (See)
- ୪. ଡଙ୍ଗାକୁ କାତ ଆଦିଦ୍ୱାରା ଚଳାଇବା —୪. The plying of a boat.
- ୫. ତିରସ୍କାର; ଗାଳି —୫. Abuse.
ଅନୁବାଦ
[ସମ୍ପାଦନା]ବିଶେଷଣ - (ସଂସ୍କୃତ - ନାମ)
[ସମ୍ପାଦନା]- ୧. ବାଆଁ ପାଖରେ ଯୋଚା ଯାଇଥିବା (ବଳଦ); ବାଆଁଣ —୧. (a bullock) Yoked to the left side of the plough or cart.
- ୨. ବାମପାର୍ଶ୍ୱସ୍ଥ —୨. Pertaining of the laft side.