Jump to content

ବାହାଣିଆଁ

ଉଇକିଅଭିଧାନ‌ରୁ

ବାହାଣିଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାହାଣକାରୀ (ଦେଖ) - Bāhāṇakārī (See)

ନାଆ ଉପରୁ ମଙ୍ଗଧରା, ବାହାଣିଆରବୀ - ବାଟକଢା ସବୁଗୁଡ଼ାକ ଝୁପଝାପ ନିଈତେ ପଡ଼ିଗଲେ—ଫକୀରମୋହନ,ଗଳ୍ପସ୍ୱଳ୍ପ

=== ପ୍ରାଦେଶିକ - (ଯାଜପୁର)ବିଶେଷଣ -

ସିଆଣିଆ; ଚଲାଖ୍; ଫାଜିଲ୍ Clever;sly.

(ତୁଳ ସଂସ୍କୃତ - ଭାବ ଓ ଓଡ଼ିଆ ବାହାନା)