ବାହାଣ କରିବା
ଦେଖଣା
ବାହାଣ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାଣ କରିବା
|
(ବାହାଣ ବାହିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବାହନ)
[ସମ୍ପାଦନା]- ୧. ଜାଲକୁ ପାଣିରେ ମେଲିବା —୧. To cast or spread a net in the water for fishing.
- ୨. ଡଙ୍ଗାକୁ ପାଣିରେ ଚଳାଇବା — ୨. To move a boat forward by rowing.
- ୩. (ଲକ୍ଷାଣାର୍ଥ) ଗାଳିଦେବା — ୩. (figurative) To chastse; to aduse.