ବାହାଦଣ୍ଡା
ଦେଖଣା
ବାହାଦଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାହୁଦଣ୍ଡ)
[ସମ୍ପାଦନା]- ୧. ବାହୁଦଣ୍ଡ — ୧. The arm.
- ୨. ପ୍ରସାରିତ ବାହୁ — ୨. The extended arm.
- ୩. ବାହୁଦ୍ୱାରା ଆଘାତ; ବାହାପଟ — ୩. A stroke with the blade of the arm.
- ୪. ଭାରି ବସ୍ତୁ ଟେକିବା ପାଇଁ ଦୁଇ ଜଣଙ୍କ ବାହୁର ପରସ୍ପରର ଖିଳନ —୪. Intertwining of the arms of two persons for lifting a heavy thing.