ବାହାଦୁରି
ଦେଖଣା
ବାହାଦୁରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଫାରାସୀ - ବାହାଦୁରୀ)
[ସମ୍ପାଦନା]ବାହାଦୁର ପଣ (ଦେଖ) - ୧. Bāhādura paṇa (See)
ବାହାଦୁରି ନେବାଆଶାରେ ହୋଇ ଅଛ ବାହାର—ରାଧାନାଥ ବ୍ୟଙ୍ଗ କବିତା
- ୨. ବାହାଦୁର ଉପାଧି —୨. Title of Bahadoor.
ବିଶେଷଣ -
[ସମ୍ପାଦନା]- ୧. ବୀରତ୍ୱପୂର୍ଣ୍ଣ; ପୌରୁଷପୂର୍ଣ୍ଣ —୧. Full of valout, chivalrous.
- ୨. ବୀରଯୋଗ୍ୟ — ୨. Befitting a hero.
ପ୍ରାଦେ—(ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ପ୍ରତିମାଦିର ମେଢ଼ ଉପରେ ଖଞ୍ଜା ଯିବା ଜରି କାମ —Lace work on the frame- work of images.