ବାହାଦୁରି କରିବା
ଦେଖଣା
ବାହାଦୁରି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାଦୁରି କରିବା
|
(ବାହାଦୂରି ଦେଖା[ଖେ]ଇବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. ଆପଣାର ନୈପୁଣ୍ୟ ବା ବୀରତ୍ୱ ପ୍ରକାଶ କରିବା —୧. To exhibit one's cleverness or heroism.
- ୨. ପ୍ରଶଂସା କରିବା —୨. To praise.