ବାହାଦୁର୍
ଦେଖଣା
ବାହାଦୁର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାଦର୍, ବାହାଦଲ୍, ବାହାଦୁଲ, ବାହାଦ୍ଦର—ଅନ୍ୟରୂପ
ବୈଦେଶିକ - ବିଣ—(ଫା ବାହାଦୁର୍=ସାହସୀ; ପରାକ୍ରମୀ)
[ସମ୍ପାଦନା]- ୧. ବୀର —୧. Heroic; valiant.
- ୨. ସାହସୀ —୨. Chivalrous.
- ୩. ସାହସୀ —୩. Courageous.
- ୪. ସମ୍ୱ୍ରାନ୍ତ —୪. Noble; gentle;respectablle.
- ୫. ନିର୍ଭୀକ —୫. Fearless.
- ୬. ବିଖ୍ୟାତ —୬. Famous.
- ୭. ସୁଦକ୍ଷ; ପଟୁ; କାର୍ଯ୍ୟକ୍ଷମ —୭. Clever.
- ୮. ଶ୍ରେଷ୍ଠ —୮. Excellent.
- ୯. ମାନ୍ୟବର —୯. Honourable.
- ୧. ଉତ୍କୃଷ୍ଟ —୧୦. Excellent.
ବିଶେଷ୍ୟ -
[ସମ୍ପାଦନା]- ୧. ବୀର ପୁରୁଷ —୧. A hero.
- ୨. ବୀର ପୁରୁଷଙ୍କର ବା ସମ୍ମାନିତ ବ୍ୟକ୍ତିଙ୍କ ଉପାଧି — ୨. Title of heroes or high personages.
(ଯଥୀ—ଜଙ୍ଗ୍ ବାହାଦୁର୍, ସରକାର ବାହାଦୁର, କୋମ୍ପାନୀ ବାହାଦୂର୍, ଜଳସାହେବ ବାହାଦୁର୍ ଇତ୍ୟାଦି)
- ୩. ସାଧାରଣ ହିତକର କର୍ମ ଓ ଅନ୍ୟ ଉପାୟଦ୍ୱାରା ଇଂରାଜ ଗର୍ଣ୍ଣମେଣ୍ଟଙ୍କୁ ଅପ୍ୟାୟିତ କରିଥିବା ବ୍ୟକ୍ତିଙ୍କୁ ରାଜ ପ୍ରଦତ୍ତ ସମ୍ମାନସୂଚକ କେତେକ ଉପାଧିର ଶେଷପଦ ୩. Bahadoor, the last word of some titles bestowed on persons as a mark of approbation by the Goverment for public and other services rendered.
[ ଦ୍ର—ବଙ୍ଗ ବିହାରାଦି ପ୍ରଦେଶରେ ହିନ୍ଦୁମାନଙ୍କୁ ଦିଆ ଯିବା ଉପାଧି ଯଥା—୧ ରାୟ (ଏ) ବାହାଦୁର୍,୨ ରାଜ ବାହାଦୁର୍, ୩ ମହାରାଜା ବାହାଦୁଚ୍ ମନ୍ଦ୍ରାଜରେ ରାଓ ବାହାଦୁର୍,ଦେବାନ୍ ବାହାଦୁର ମୁସଲମାନମାନଙ୍କ ଉପାଧି ଯଥା—ଖାଁ ବାହାଦୁର. ନବାବ୍ ବାହାଦୁର]